Cover Image of Скачать ମେଡିକାଲ ଉଇକିପିଡିଆ (ଅଫଲାଇନ) 2018-09 APK

4.7/5 - 105 голосов

ID: org.kiwix.kiwixcustomwikimedor

  • Автор:

  • Версия:

    2018-09

  • Обновить:

Скачать APK сейчас

Описание ମେଡିକାଲ ଉଇକିପିଡିଆ (ଅଫଲାଇନ)


ବର୍ଣ୍ଣନା: ଉଇକିପିଡିଆର ଅଫଲାଇନ ମେଡିକାଲ ଏନସାଇକ୍ଳୋପେଡିଆରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ବିଷୟମାନଙ୍କର ବିରାଟ ସଂଗ୍ରହ ଆଣ୍ଡ୍ରଏଡରେ ଉପଲବ୍ଧ । ଏଥିରେ ମେଡିକାଲ, ଶରୀର ଗଠନ (ଆନାଟୋମୀ), ଔଷଧ ଓ ପରିଚ୍ଛନ୍ନତା ସମ୍ପର୍କରେ ଲେଖାମାନ ଅଛି । ଇଣ୍ଟରନେଟ ଉପଲବ୍ଧ ନ ଥିବା ସ୍ଥାନରେ, ଜନମାନବଶୂନ୍ୟ ସ୍ଥାନରେ ବା ଡଙ୍ଗାରେ ଥିଲେ ମଧ୍ୟ ଆପଣ ସର୍ବାଧିକ ମହତ୍ତ୍ଵପୂର୍ଣ୍ଣ ଓ ସର୍ବାଧୁନିକ ଭେଷଜ ଶବ୍ଦକୋଷ ବା ମେଡିକାଲ ଅଭିଧାନ/ ଡିକସନାରିରେ ବିନାମୂଲ୍ୟରେ ପ୍ରବେଶ ଅଧିକାର ପାଇପାରିବେ । ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଡାକ୍ତରୀ ଛାତ୍ର ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ ରୁଚି ରଖୁଥିବା ଲୋକଙ୍କ ନିମନ୍ତେ ଏହା ଅମୂଲ୍ୟ । ଏହା ଅନ୍ୟାନ୍ୟ ଅନେକ ଭାଷାରେ ମଧ୍ୟ ତିଆରି ହୋଇଛି ତଥା ଚୟନ କରିଥିବା ଓ ବିଷୟଗୁଡ଼ିକର ସଂଖ୍ୟା ଓ ମାନକୁ ଉନ୍ନତ କରିବାକୁ ସର୍ବଦା ଚେଷ୍ଟା ଚାଲିଛି ।

ଏହା କେଆଇଡବ୍ଲ୍ୟୁଏକ୍ସ (Kiwix http://www.kiwix.org/) ଦ୍ଵାରା ସଞ୍ଚାଳିତ । (Powered by Kiwix http://www.kiwix.org/)
Показать больше

ମେଡିକାଲ ଉଇକିପିଡିଆ (ଅଫଲାଇନ) 2018-09 APK для Android 4.0+

Версия 2018-09 для Android 4.0+
Обновить 2022-12-11
Устанавливает 1.000++
Размер файла 15.063.591 bytes
Разрешения просматривать разрешения
Какие новости

История версий:

Показать больше
Хит APK
Показать больше